or_tn/mat/05/33.md

2.1 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ ଶୁଣିଅଛ” ଓ “ମୁ ତୁମକୁ କହିଅଛି”ରେ “ତୁମେ” ବହୁବାଚକ ଅଟେ I ଏଣୁ “ଶପଥ କର ନାହିଁ” ଓ “ ତୁମ୍ଭର ଶପଥ ପାଳନ କର”ରେ “ତୁମେ” ଓ “ତୁମ୍ଭର” ଏକବଚନ ଅଟନ୍ତି I କିନ୍ତୁ କେତେକ ଭାଷାରେ ସେଗୁଡିକ ହୁଏତ ବହୁବାଚକ ଆବଶ୍ବକ କରିପାରନ୍ତି I (ଦେଖ: rc://*/ta/man/translate/figs-you)

Connecting Statement:

ଯୀଶୁ ପୁରାତନ ନିୟମ ବ୍ୟବସ୍ଥାକୁ କିପରି ସଫଳ କଲେ ସେହି ବିଷୟରେ ଶିକ୍ଷା ଦେବା ଜାରି ରଖିଛନ୍ତି I ଏଠାରେ ସେ ଛାଡପତ୍ର ବିଷୟରେ ଶପଥ ବିଷୟରେ ଶିକ୍ଷା ଦେବା ଆରମ୍ଭ କରନ୍ତି I

Again, you

ମଧ୍ୟ, ତୁମେ କିମ୍ବା “ଆଉ ଏକ ଉଦାହରଣ, ତୁମର”

it was said to those in ancient times

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ଈଶ୍ବର ସେମାନଙ୍କୁ କହିଲେ ଯେଉଁମାନେ ବହୁବର୍ଷ ପୁର୍ବେ ବାସ କରୁଥିଲେ” (ଦେଖ: rc://*/ta/man/translate/figs-activepassive)

Do not swear a false oath, but carry out your oaths to the Lord.

ଶପଥ କର ନାହିଁ ଯେ ତୁମେ କିଛି କରିପାରିବ ଓ ତାପରେ କିଛି କରିବ ନାହିଁ I ତା”ପରିବର୍ତ୍ତେ, ଯାହା କରିବା ନିମନ୍ତେ ସଦାପ୍ରଭୁଙ୍କଠାରେ ମାନତ କରିଅଛ ସେହିସବୁ ତୁମେ କର