# General Information: ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ ଶୁଣିଅଛ” ଓ “ମୁ ତୁମକୁ କହିଅଛି”ରେ “ତୁମେ” ବହୁବାଚକ ଅଟେ I ଏଣୁ “ଶପଥ କର ନାହିଁ” ଓ “ ତୁମ୍ଭର ଶପଥ ପାଳନ କର”ରେ “ତୁମେ” ଓ “ତୁମ୍ଭର” ଏକବଚନ ଅଟନ୍ତି I କିନ୍ତୁ କେତେକ ଭାଷାରେ ସେଗୁଡିକ ହୁଏତ ବହୁବାଚକ ଆବଶ୍ବକ କରିପାରନ୍ତି I (ଦେଖ: [[rc://*/ta/man/translate/figs-you]]) # Connecting Statement: ଯୀଶୁ ପୁରାତନ ନିୟମ ବ୍ୟବସ୍ଥାକୁ କିପରି ସଫଳ କଲେ ସେହି ବିଷୟରେ ଶିକ୍ଷା ଦେବା ଜାରି ରଖିଛନ୍ତି I ଏଠାରେ ସେ ଛାଡପତ୍ର ବିଷୟରେ ଶପଥ ବିଷୟରେ ଶିକ୍ଷା ଦେବା ଆରମ୍ଭ କରନ୍ତି I # Again, you ମଧ୍ୟ, ତୁମେ କିମ୍ବା “ଆଉ ଏକ ଉଦାହରଣ, ତୁମର” # it was said to those in ancient times ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ଈଶ୍ବର ସେମାନଙ୍କୁ କହିଲେ ଯେଉଁମାନେ ବହୁବର୍ଷ ପୁର୍ବେ ବାସ କରୁଥିଲେ” (ଦେଖ: [[rc://*/ta/man/translate/figs-activepassive]]) # Do not swear a false oath, but carry out your oaths to the Lord. ଶପଥ କର ନାହିଁ ଯେ ତୁମେ କିଛି କରିପାରିବ ଓ ତାପରେ କିଛି କରିବ ନାହିଁ I ତା”ପରିବର୍ତ୍ତେ, ଯାହା କରିବା ନିମନ୍ତେ ସଦାପ୍ରଭୁଙ୍କଠାରେ ମାନତ କରିଅଛ ସେହିସବୁ ତୁମେ କର