or_tn/mat/05/28.md

2.1 KiB
Raw Permalink Blame History

But I say

ଯୀଶୁ ଈଶ୍ବରଙ୍କ ସହିତ ଓ ତାହାଙ୍କ ବାକ୍ୟରେ ସହମ୍ମତି ହେଉଛନ୍ତି, କିନ୍ତୁ ସେ ଯେପରି ଧାର୍ମିକ ନେତାମାନେ ଈଶ୍ବରଙ୍କ ବାକ୍ୟ ପାଳନ କରୁଥିଲେ ସେଥିରେ ସେ ସହମ୍ମତି ହେଉନ ଥିଲେ I “ମୁଁ” ଶବ୍ଦ ଗୁରୁତ୍ବପୁର୍ଣ୍ଣ ଅଟେ I ଏହା ସୁଚାଇ ଦିଏ ଯେ ଈଶ୍ବରଙ୍କ ମୁଳ ଅଜ୍ଞା ବିଷୟରେ ସମାନ ଗୁରୁତ୍ବ ଦେବା ନିମନ୍ତେ ଯୀଶୁ କହନ୍ତି I ଏହି ବାକ୍ୟାଂଶକୁ ଏପରି ଅନୁବାଦ କରିବାକୁ ଚେଷ୍ଟା କର ଯାହା ସମାନ ଗୁରୁତ୍ବ ଦିଏ I ଦେଖ ତୁମେ ଏହାକୁ ମାଥିଉ ୫:ରେ କିପରି ଅନୁବାଦ କରିଅଛ I

everyone who looks on a woman to lust after her has already committed adultery with her in his heart

ଏହି ରୁପକ ବୁଝାଏ ଯେ ଜଣେବ୍ୟକ୍ତି ଯେ ପ୍ରକୃତରେ ବ୍ୟଭିଚାରର କାର୍ଯ୍ୟ କରିବା ସଦୃଶ ଯେକେହି ସ୍ତ୍ରୀ ପ୍ରତି କାମନାଭାବରେ ଦୃଷ୍ଟିପାତ କରେ ସେ ତାହା ସହିତ ବ୍ୟଭିଚାର କରେ I (ଦେଖ: rc://*/ta/man/translate/figs-metaphor)

to lust after her

ଏବଂ ତାହା ପ୍ରତି ବ୍ୟଭିଚାର କରେ କିମ୍ବା “ଓ ତାହା ସହିତ ସହାବାସ କରିବାକୁ ଇଛାକରେ”

in his heart

ଏଠାରେ ଜଣେବ୍ୟକ୍ତିର ଭାବନା ନିମନ୍ତେ “ହୃଦୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାର ମନରେ” ବା “ତାହାର ଭାବନାରେ” (ଦେଖ: rc://*/ta/man/translate/figs-metonymy)