or_tn/mat/05/13.md

2.6 KiB
Raw Permalink Blame History

Connecting Statement:

ତାହାଙ୍କ ଶିଷ୍ୟମାନେ କିପରି ପୃଥିବୀର ଲବଣ ଓ ଆଲୋକ ଅଟନ୍ତି ସେହି ବିଷୟରେ ଯୀଶୁ ଶିକ୍ଷା ଦେବା ଆରମ୍ଭ କରନ୍ତି I

You are the salt of the earth

ସାମ୍ଭାବିତ ଅର୍ଥ ଗୁଡିକ ୧) ଯେପରି ଲବଣ ଖାଦ୍ୟକୁ ସ୍ବାଦଯୁକ୍ତ କରେ, ସେହିପରି ଯୀଶୁଙ୍କ ଶିଷ୍ୟମାନେ ପୃଥିବୀର ଲୋକମାନଙ୍କୁ ଆକର୍ଷିତ କରିବେ ଯେପରି ସେମାନେ ଉତ୍ତମ ହେବେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜଗତର ଲବଣ ସଦୃଶ” କିମ୍ବା ) ଯେପରି ଲବଣ ଖାଦ୍ୟକୁ ସୁରକ୍ଷିତ ରଖେ, ସେହିପରି ଯୀଶୁଙ୍କ ଶିଷ୍ୟମାନେ ସମ୍ପୁର୍ଣ ଭ୍ରଷ୍ଟାଚାରଠାରୁ ଲୋକମାନଙ୍କୁ ରକ୍ଷାକରିବେ I ଅନ୍ୟ ଏକ ଅନୁବାଦରେ: “ଯେପରି ଖାଦ୍ୟ ନିମନ୍ତେ ଲବଣ, ଜଗତ ନିମନ୍ତେ ତୁମ୍ଭେମାନେ ଅଚ୍ଛ” (ଦେଖ: rc://*/ta/man/translate/figs-metaphor)

if the salt has lost its taste

ସାମ୍ଭାବିତ ଅର୍ଥଗୁଡିକ ୧) “ଯଦି ଲବଣ ତାହାର ଲବଣତ୍ବ ହରାଏ ଯାହା ଲବଣାକ୍ତ କରେ” କିମ୍ବା ) “ ଯଦି ଲବଣ ସ୍ବାଦ ହରାଏ “ (ଦେଖ: rc://*/ta/man/translate/figs-metaphor)

how can it be made salty again?

ତେବେ ଏହା କାହିଁରେ ବ୍ୟବାହାର ଯୋଗ୍ୟ ହେବ ? ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତିI ଅନ୍ୟ ଏକ ଅନୁବାଦରେ: “ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ହେବନାହିଁ I”

except to be thrown out and trampled under people's feet

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଏହାକୁ ବାହାରେ ପକାଇବେ ଏବଂ ପାଦ ତଳେ ଦଳିତ କରିବେ” (ଦେଖ: rc://*/ta/man/translate/figs-rquestion)