20 lines
2.6 KiB
Markdown
20 lines
2.6 KiB
Markdown
|
# Connecting Statement:
|
|||
|
|
|||
|
ତାହାଙ୍କ ଶିଷ୍ୟମାନେ କିପରି ପୃଥିବୀର ଲବଣ ଓ ଆଲୋକ ଅଟନ୍ତି ସେହି ବିଷୟରେ ଯୀଶୁ ଶିକ୍ଷା ଦେବା ଆରମ୍ଭ କରନ୍ତି I
|
|||
|
|
|||
|
# You are the salt of the earth
|
|||
|
|
|||
|
ସାମ୍ଭାବିତ ଅର୍ଥ ଗୁଡିକ ୧) ଯେପରି ଲବଣ ଖାଦ୍ୟକୁ ସ୍ବାଦଯୁକ୍ତ କରେ, ସେହିପରି ଯୀଶୁଙ୍କ ଶିଷ୍ୟମାନେ ପୃଥିବୀର ଲୋକମାନଙ୍କୁ ଆକର୍ଷିତ କରିବେ ଯେପରି ସେମାନେ ଉତ୍ତମ ହେବେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜଗତର ଲବଣ ସଦୃଶ” କିମ୍ବା ୨) ଯେପରି ଲବଣ ଖାଦ୍ୟକୁ ସୁରକ୍ଷିତ ରଖେ, ସେହିପରି ଯୀଶୁଙ୍କ ଶିଷ୍ୟମାନେ ସମ୍ପୁର୍ଣ ଭ୍ରଷ୍ଟାଚାରଠାରୁ ଲୋକମାନଙ୍କୁ ରକ୍ଷାକରିବେ I ଅନ୍ୟ ଏକ ଅନୁବାଦରେ: “ଯେପରି ଖାଦ୍ୟ ନିମନ୍ତେ ଲବଣ, ଜଗତ ନିମନ୍ତେ ତୁମ୍ଭେମାନେ ଅଚ୍ଛ” (ଦେଖ: [[rc://*/ta/man/translate/figs-metaphor]])
|
|||
|
|
|||
|
# if the salt has lost its taste
|
|||
|
|
|||
|
ସାମ୍ଭାବିତ ଅର୍ଥଗୁଡିକ ୧) “ଯଦି ଲବଣ ତାହାର ଲବଣତ୍ବ ହରାଏ ଯାହା ଲବଣାକ୍ତ କରେ” କିମ୍ବା ୨) “ ଯଦି ଲବଣ ସ୍ବାଦ ହରାଏ “ (ଦେଖ: [[rc://*/ta/man/translate/figs-metaphor]])
|
|||
|
|
|||
|
# how can it be made salty again?
|
|||
|
|
|||
|
ତେବେ ଏହା କାହିଁରେ ବ୍ୟବାହାର ଯୋଗ୍ୟ ହେବ ? ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତିI ଅନ୍ୟ ଏକ ଅନୁବାଦରେ: “ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ହେବନାହିଁ I”
|
|||
|
|
|||
|
# except to be thrown out and trampled under people's feet
|
|||
|
|
|||
|
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଏହାକୁ ବାହାରେ ପକାଇବେ ଏବଂ ପାଦ ତଳେ ଦଳିତ କରିବେ” (ଦେଖ: [[rc://*/ta/man/translate/figs-rquestion]])
|