8 lines
949 B
Markdown
8 lines
949 B
Markdown
# the poor in spirit
|
|
|
|
ଏହାର ଅର୍ଥ ଯେକେହି ନମ୍ର ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ଆବଶ୍ବକତା ଅନୁଭବ କରନ୍ତି” (ଦେଖ: [[rc://*/ta/man/translate/figs-idiom]])
|
|
|
|
# for theirs is the kingdom of heaven
|
|
|
|
ଏଠାରେ “ସ୍ବର୍ଗରାଜ୍ୟ” ଈଶ୍ବର ରାଜାଭାବେ ରାଜତ୍ବ କରିବାକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଅଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ରଖ I ଅନ୍ୟ ଏକ ଅନୁବାଦରେ: “କାରଣ ସ୍ବର୍ଗସ୍ଥ ଈଶ୍ବର ସେହିମାନଙ୍କ ରାଜା ହେବେ” (ଦେଖ: [[rc://*/ta/man/translate/figs-metonymy]])
|