or_tn/mat/05/03.md

949 B

the poor in spirit

ଏହାର ଅର୍ଥ ଯେକେହି ନମ୍ର ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ଆବଶ୍ବକତା ଅନୁଭବ କରନ୍ତି” (ଦେଖ: rc://*/ta/man/translate/figs-idiom)

for theirs is the kingdom of heaven

ଏଠାରେ “ସ୍ବର୍ଗରାଜ୍ୟ” ଈଶ୍ବର ରାଜାଭାବେ ରାଜତ୍ବ କରିବାକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଅଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ରଖ I ଅନ୍ୟ ଏକ ଅନୁବାଦରେ: “କାରଣ ସ୍ବର୍ଗସ୍ଥ ଈଶ୍ବର ସେହିମାନଙ୍କ ରାଜା ହେବେ” (ଦେଖ: rc://*/ta/man/translate/figs-metonymy)