or_tn/mat/04/intro.md

3.6 KiB

ମାଥିଉ ୦୪ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ଅତିରିକ୍ତ ଶାସ୍ତ୍ର ପଠନରେ ସହଜ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT କବିତା କ୍ଷେତ୍ରରେ ୬. ୧୫, ଏବଂ ୧୬ ପଦରେ ସେହିପରି କରିଛି, ଯେଉଁ ଶବ୍ଦଗୁଡିକ ପୁରାତନ ନିୟମରୁ ଅଟେ I

କେତେକ ଅନୁବାଦ ଅତିରିକ୍ତ ଶାସ୍ତ୍ର ପୁରାତନ ନିୟମରୁ ଉଦ୍ଧୃତ ବାକ୍ୟ ପୃଷ୍ଠାର ଡାହାଣ ପାଖରେ ଉଲ୍ଲେଖ କରିଛନ୍ତି I ULT ୧୦ପଦରେ ଉଦ୍ଧୃତ ବାକ୍ୟକୁ ଏହିପରି କରେ I

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

”ସ୍ବର୍ଗରାଜ୍ୟ ସନ୍ନିକଟ”

କେହି ନିଶ୍ଚିତ ନୁହନ୍ତି ଯେ “ସ୍ବର୍ଗ ରାଜ୍ୟ” ଉପସ୍ଥିତ କିମ୍ବା ଏପର୍ଯ୍ୟନ୍ତ ଆସୁଅଛି ଯେତେବେଳେ ଯୀଶୁ ଏହି ଶବ୍ଦ କହିଲେ I ଇଂରାଜୀ ଅନୁବାଦ ସର୍ବଦା ଏହି ବାକ୍ୟାଂଶକୁ “ହାତ ପାହାନ୍ତାରେ ଥିବା” ବ୍ୟବହାର କରେ I କିନ୍ତୁ ସେହି ଶବ୍ଦଗୁଡିକ ଅନୁବାଦ କରିବାରେ କଷ୍ଟକର ହୁଏ I ଅନ୍ୟ ସଂସ୍କରଣଗୁଡିକ “ସନ୍ନିକଟ” ଏବଂ “ଅତି ନିକଟରେ ଆସିଅଛି” ବ୍ୟବହାର କରନ୍ତି

”ଯଦି ତୁମ୍ଭେ ଈଶ୍ବରଙ୍କ ପୁତ୍ର”

ପାଠକମାନେ ୩ ଓ ୬ପଦରେ ଏହି ଶବ୍ଦଗୁଡିକର ଅର୍ଥ ବୁଝିପାରି ନଥିବେ ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଥିଲେ ଯାହା ଯୀଶୁ ଈଶ୍ବରଙ୍କ ପୁତ୍ର କି ନୁହେ ଏହା ଶୟତାନ ଜାଣି ନଥିଲା I ଈଶ୍ବର କହି ସାରିଛନ୍ତି ଯେ ଯୀଶୁ ତାହାଙ୍କ ପୁତ୍ର ଥିଲେ (ମାଥିଉ ୩:୧୭), ଏଣୁ ଶୟତାନ ଯୀଶୁ କିଏ ତାହା ଜାଣି ପାରିଲା I ସେ ମଧ୍ୟ ଜାଣି ପାରିଲା ଯେ ଯୀଶୁ ପଥରଗୁଡିକୁ ରୋଟୀରେ ପରିଣତ କରି ପାରିବେ ଓ ଆପଣାକୁ ଅତି ଉଚ୍ଚ ସ୍ଥାନରୁ ଡେଇଁ ପାରିବେ ଓ ଆଘାତ ପାଇବେ ନାହି I ସେ ଯୀଶୁଙ୍କୁ ଏହିସବୁ କାର୍ଯ୍ୟ କରାଇବେ ଓ ଈଶ୍ବରଙ୍କର ଅବାଧ୍ୟ ହୋଇ ଶୟତାନର ବାଧ୍ୟ ହେବେ I ସେହି ଶବ୍ଦଗୁଡିକ “ଯେହେତୁ ତୁମ୍ଭେ ଈଶ୍ବରଙ୍କ ପୁତ୍ର” କିମ୍ବା “ତୁମ୍ଭେ ଈଶ୍ବରଙ୍କ ପୁତ୍ର” ଭାବେ ଅନୁବାଦ କରାଯାଇପାରିବ I ତୁମ୍ଭେ କ”ଣ କରିପାରିବ ତାହା ଦେଖାଅ” I (ଦେଖ: [[rc:///tw/dict/bible/kt/satan]] ଓ [[rc:///tw/dict/bible/kt/sonofgod]])