or_tn/mat/03/17.md

715 B

a voice came out of the heavens saying

ଯୀଶୁ ସ୍ବର୍ଗରୁ ଏକ ସ୍ବର ଶୁଣିଲେ I ଏଠାରେ “ସ୍ବର(ବାଣୀ)” ଈଶ୍ବର କହିବାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆକାଶରୁ କହିଲେ” (ଦେଖ: rc://*/ta/man/translate/figs-metonymy)

Son

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବୁଝାଏ I (ଦେଖ: rc://*/ta/man/translate/guidelines-sonofgodprinciples)