or_tn/mat/04/24.md

1.4 KiB

those possessed by demons

ଏହାକୁ କର୍ତ୍ତୁବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଭୁତଗ୍ରସ୍ତ ଥିଲେ” (ଦେଖ: rc://*/ta/man/translate/figs-activepassive)

the epileptic

ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେଉଁମାନଙ୍କର ଅପସ୍ମାର, ସ୍ପଷ୍ଟଭାବେ ଅପସ୍ମାର ରୋଗାଗ୍ରସ୍ତ ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମୃଗୀରୋଗୀ ଥିଲେ” କିମ୍ବା “ଯେଉଁମାନେ ବେଳେବେଳେ ଅଚେତ ହୋଇ କିମ୍ବା ଅନିୟନ୍ତ୍ରିତ ଅବସ୍ଥାରେ ଗତି କରୁଥିଲେ” (ଦେଖ: rc://*/ta/man/translate/figs-genericnoun)

and paralytic

ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେଉଁମାନେ ପକ୍ଷାଘାତ ଥିଲେ, ନିର୍ଦ୍ଧିଷ୍ଟଭାବେ ପକ୍ଷାଘାତ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ପକ୍ଷାଘାତ ରୋଗୀ ଥିଲେ” କିମ୍ବା “ଯେଉଁମାନେ ଚାଲି ପାରୁନଥିଲେ” (ଦେଖ: rc://*/ta/man/translate/figs-genericnoun)