or_tn/mat/04/24.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# those possessed by demons
ଏହାକୁ କର୍ତ୍ତୁବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଭୁତଗ୍ରସ୍ତ ଥିଲେ” (ଦେଖ: [[rc://*/ta/man/translate/figs-activepassive]])
# the epileptic
ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେଉଁମାନଙ୍କର ଅପସ୍ମାର, ସ୍ପଷ୍ଟଭାବେ ଅପସ୍ମାର ରୋଗାଗ୍ରସ୍ତ ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମୃଗୀରୋଗୀ ଥିଲେ” କିମ୍ବା “ଯେଉଁମାନେ ବେଳେବେଳେ ଅଚେତ ହୋଇ କିମ୍ବା ଅନିୟନ୍ତ୍ରିତ ଅବସ୍ଥାରେ ଗତି କରୁଥିଲେ” (ଦେଖ: [[rc://*/ta/man/translate/figs-genericnoun]])
# and paralytic
ଏହା ଯେକୌଣସି ବ୍ୟକ୍ତିକୁ ବୁଝାଏ ଯେଉଁମାନେ ପକ୍ଷାଘାତ ଥିଲେ, ନିର୍ଦ୍ଧିଷ୍ଟଭାବେ ପକ୍ଷାଘାତ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ପକ୍ଷାଘାତ ରୋଗୀ ଥିଲେ” କିମ୍ବା “ଯେଉଁମାନେ ଚାଲି ପାରୁନଥିଲେ” (ଦେଖ: [[rc://*/ta/man/translate/figs-genericnoun]])