or_tn/mat/04/03.md

20 lines
2.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# The tempter
ସେହି ଶବ୍ଦଗୁଡିକ “ଶୟତାନ” (ପଦ ୧) ସଦୃଶ ସମାନ ବ୍ୟକ୍ତିକୁ ବୁଝାଏ I ତୁମେ ଉଭୟକୁ ଅନୁବାଦ କରିବା ନିମନ୍ତେ ସମାନ ଶବ୍ଦ ବ୍ୟବହାର କରିପାରିବ I
# If you are the Son of God, command
ଏହା ଗ୍ରହଣ କରିବା ଠିକ୍ ହେବ ଯେ ଶୟତାନ ଜାଣିପାରିଲା ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଅଟନ୍ତି I ସାମ୍ଭାବିତ ଅର୍ଥଗୁଡିକ ୧) ଏହା ଯୀଶୁଙ୍କ ଆପଣାର ସ୍ବାର୍ଥ ନିମନ୍ତେ ଆଶ୍ଚର୍ଯ୍ୟକର୍ମ କରିବା ନିମନ୍ତେ ଏକ ପରୀକ୍ଷ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଇଶ୍ବରଙ୍କ ପୁତ୍ର, ଏଣୁ ତୁମେ ଅଜ୍ଞା ଦିଅ” କିମ୍ବା ) ଏହା ଏକ ଆହ୍ବାନ ବା ଦୋଷାରୋପ ଅଟେ I ଅନ୍ୟ ଏକ ଅନୁବାଦରେ: “ଅଜ୍ଞା ଦେବା ଦ୍ବାରା ପ୍ରମାଣ କରେ ଯେ ତୁମ୍ଭେ ଇଶ୍ବରଙ୍କ ପୁତ୍ର ଅଟ”
# the Son of God
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# command these stones to become bread.
ତୁମେ ଏହାକୁ ପ୍ରତ୍ୟକ୍ଷ ବାକ୍ୟ ଉଦ୍ଧୃତ କରି ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: ‘ରୋଟୀ ହେବା ପାଇଁ’” ଏହି ପଥରଗୁଡାକୁ କୁହ I (ଦେଖ: [[rc://*/ta/man/translate/figs-quotations]])
# bread
ଏଠାରେ “ରୋଟୀ” ଶବ୍ଦ ସାଧାରଣତଃ ଖାଦ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଖାଦ୍ୟ” (ଦେଖ: [[rc://*/ta/man/translate/figs-synecdoche]])