or_tn/mat/04/03.md

2.2 KiB
Raw Permalink Blame History

The tempter

ସେହି ଶବ୍ଦଗୁଡିକ “ଶୟତାନ” (ପଦ ୧) ସଦୃଶ ସମାନ ବ୍ୟକ୍ତିକୁ ବୁଝାଏ I ତୁମେ ଉଭୟକୁ ଅନୁବାଦ କରିବା ନିମନ୍ତେ ସମାନ ଶବ୍ଦ ବ୍ୟବହାର କରିପାରିବ I

If you are the Son of God, command

ଏହା ଗ୍ରହଣ କରିବା ଠିକ୍ ହେବ ଯେ ଶୟତାନ ଜାଣିପାରିଲା ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଅଟନ୍ତି I ସାମ୍ଭାବିତ ଅର୍ଥଗୁଡିକ ୧) ଏହା ଯୀଶୁଙ୍କ ଆପଣାର ସ୍ବାର୍ଥ ନିମନ୍ତେ ଆଶ୍ଚର୍ଯ୍ୟକର୍ମ କରିବା ନିମନ୍ତେ ଏକ ପରୀକ୍ଷ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଇଶ୍ବରଙ୍କ ପୁତ୍ର, ଏଣୁ ତୁମେ ଅଜ୍ଞା ଦିଅ” କିମ୍ବା ) ଏହା ଏକ ଆହ୍ବାନ ବା ଦୋଷାରୋପ ଅଟେ I ଅନ୍ୟ ଏକ ଅନୁବାଦରେ: “ଅଜ୍ଞା ଦେବା ଦ୍ବାରା ପ୍ରମାଣ କରେ ଯେ ତୁମ୍ଭେ ଇଶ୍ବରଙ୍କ ପୁତ୍ର ଅଟ”

the Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)

command these stones to become bread.

ତୁମେ ଏହାକୁ ପ୍ରତ୍ୟକ୍ଷ ବାକ୍ୟ ଉଦ୍ଧୃତ କରି ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: ‘ରୋଟୀ ହେବା ପାଇଁ’” ଏହି ପଥରଗୁଡାକୁ କୁହ I (ଦେଖ: rc://*/ta/man/translate/figs-quotations)

bread

ଏଠାରେ “ରୋଟୀ” ଶବ୍ଦ ସାଧାରଣତଃ ଖାଦ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଖାଦ୍ୟ” (ଦେଖ: rc://*/ta/man/translate/figs-synecdoche)