28 lines
3.4 KiB
Markdown
28 lines
3.4 KiB
Markdown
# His winnowing fork is in his hand to thoroughly clear off his threshing floor
|
|
|
|
ଏହି ରୁପକ ଜଣେବ୍ୟକ୍ତି ଯେପରି ଗହମକୁ ଅଗାଡିକୁ ଅଲଗା କରିବା ସଦୃଶ ତୁଳନା କରି ଖ୍ରୀଷ୍ଟ ଅଧାର୍ମିକମାନଙ୍କଠାରୁ ଧାର୍ମିକମାନଙ୍କୁ ଅଲଗା କରିବାକୁ ତୁଳନା କରେ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଜଣେବ୍ୟକ୍ତି ସଦୃଶ ଅଟନ୍ତି ଯାହାଙ୍କର କୁଲା ତାହାଙ୍କ ହାତରେ ଅଛି” (ଦେଖ: [[rc://*/ta/man/translate/figs-metaphor]])
|
|
|
|
# His winnowing fork is in his hand
|
|
|
|
ଏଠାରେ “ତାହାଙ୍କ ହାତରେ” ଅର୍ଥ ବ୍ୟକ୍ତି ଜଣକ କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଏକ କୁଲା ଧରିଛନ୍ତି କାରଣ ସେ ପ୍ରସ୍ତୁତ ଅଟନ୍ତି” (ଦେଖ: [[rc://*/ta/man/translate/figs-idiom]])
|
|
|
|
# winnowing fork
|
|
|
|
ଏହା ଅଗାଡିଠାରୁ ଗହମ ଶସ୍ୟ ଅଲଗା କରିବା ନିମନ୍ତେ ଗହମକୁ ପବନରେ ଉଡାଇବା ନିମନ୍ତେ ଏକ ଯନ୍ତ୍ର ଅଟେ I ଭାରୀଶସ୍ୟ ତଳେ ପଡେ ଓ ଅଦରକାରୀ ଅଗାଡି ପବନରେ ଉଡିଯାଏ I ଏହା କାଠରେ ତିଆରି କୃଷି ଉପକରଣ ଆକାର ସଦୃଶ ହୋଇଥିବା ଓସାରିଆ ଟିଣ ସହିତ ସମାନ ଅଟେ I (ଦେଖ: [[rc://*/ta/man/translate/translate-unknown]])
|
|
|
|
# to thoroughly clear off his threshing floor
|
|
|
|
ଖ୍ରୀଷ୍ଟ ଏକ କୁଲା ଧରିଥିବା ଜଣେବ୍ୟକ୍ତି ସଦୃଶ ଅଟନ୍ତି ଯେ ତାହାଙ୍କ ଗହମକୁ ଶୁଚି କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି I
|
|
|
|
# his threshing floor
|
|
|
|
ତାହାର ଭୁମି କିମ୍ବା “ଯେଉଁ ଭୁମିରେ ସେ ଶସ୍ୟକୁ ଅଗାଡିଠାରୁ ଅଲଗା କରନ୍ତି”
|
|
|
|
# gather his wheat into the storehouse ... burn up the chaff with fire that can never be put
|
|
|
|
ଏହି ରୁପକ ଦେଖାଏ ଯେ ଈଶ୍ବର କିପରି ଧାର୍ମିକ ଲୋକମାନଙ୍କୁ ଅଧାର୍ମିକ ଲୋକମାନଙ୍କଠାରୁ ଅଲଗା କରିବେ I ଯେପରି କୃଷକ ଗହମକୁ ଅମାରକୁ ନିଏ ସେହିପରି ଧାର୍ମିକ ଲୋକମାନେ ସ୍ବର୍ଗରାଜ୍ୟରେ ପ୍ରବେଶ କରିବେ, ଓ ଈଶ୍ବର ଅଗାଡି ସଦୃଶ ଲୋକମାନଙ୍କୁ ଅଗ୍ନିରେ ନିକ୍ଷେପ କରିବେ ଯେ ସେମାନେ କେବେହେଁ ବାହାରକୁ ଅଣାଯିବେ ନାହିଁ (ଦେଖ: [[rc://*/ta/man/translate/figs-metaphor]])
|
|
|
|
# can never be put out
|
|
|
|
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ କେବେହେଁ ଅଗ୍ନିରେ ପକାଯିବେ ନାହି” (ଦେଖ: [[rc://*/ta/man/translate/figs-activepassive]])
|