or_tn/mat/03/12.md

3.4 KiB

His winnowing fork is in his hand to thoroughly clear off his threshing floor

ଏହି ରୁପକ ଜଣେବ୍ୟକ୍ତି ଯେପରି ଗହମକୁ ଅଗାଡିକୁ ଅଲଗା କରିବା ସଦୃଶ ତୁଳନା କରି ଖ୍ରୀଷ୍ଟ ଅଧାର୍ମିକମାନଙ୍କଠାରୁ ଧାର୍ମିକମାନଙ୍କୁ ଅଲଗା କରିବାକୁ ତୁଳନା କରେ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଜଣେବ୍ୟକ୍ତି ସଦୃଶ ଅଟନ୍ତି ଯାହାଙ୍କର କୁଲା ତାହାଙ୍କ ହାତରେ ଅଛି” (ଦେଖ: rc://*/ta/man/translate/figs-metaphor)

His winnowing fork is in his hand

ଏଠାରେ “ତାହାଙ୍କ ହାତରେ” ଅର୍ଥ ବ୍ୟକ୍ତି ଜଣକ କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ଏକ କୁଲା ଧରିଛନ୍ତି କାରଣ ସେ ପ୍ରସ୍ତୁତ ଅଟନ୍ତି” (ଦେଖ: rc://*/ta/man/translate/figs-idiom)

winnowing fork

ଏହା ଅଗାଡିଠାରୁ ଗହମ ଶସ୍ୟ ଅଲଗା କରିବା ନିମନ୍ତେ ଗହମକୁ ପବନରେ ଉଡାଇବା ନିମନ୍ତେ ଏକ ଯନ୍ତ୍ର ଅଟେ I ଭାରୀଶସ୍ୟ ତଳେ ପଡେ ଓ ଅଦରକାରୀ ଅଗାଡି ପବନରେ ଉଡିଯାଏ I ଏହା କାଠରେ ତିଆରି କୃଷି ଉପକରଣ ଆକାର ସଦୃଶ ହୋଇଥିବା ଓସାରିଆ ଟିଣ ସହିତ ସମାନ ଅଟେ I (ଦେଖ: rc://*/ta/man/translate/translate-unknown)

to thoroughly clear off his threshing floor

ଖ୍ରୀଷ୍ଟ ଏକ କୁଲା ଧରିଥିବା ଜଣେବ୍ୟକ୍ତି ସଦୃଶ ଅଟନ୍ତି ଯେ ତାହାଙ୍କ ଗହମକୁ ଶୁଚି କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି I

his threshing floor

ତାହାର ଭୁମି କିମ୍ବା “ଯେଉଁ ଭୁମିରେ ସେ ଶସ୍ୟକୁ ଅଗାଡିଠାରୁ ଅଲଗା କରନ୍ତି”

gather his wheat into the storehouse ... burn up the chaff with fire that can never be put

ଏହି ରୁପକ ଦେଖାଏ ଯେ ଈଶ୍ବର କିପରି ଧାର୍ମିକ ଲୋକମାନଙ୍କୁ ଅଧାର୍ମିକ ଲୋକମାନଙ୍କଠାରୁ ଅଲଗା କରିବେ I ଯେପରି କୃଷକ ଗହମକୁ ଅମାରକୁ ନିଏ ସେହିପରି ଧାର୍ମିକ ଲୋକମାନେ ସ୍ବର୍ଗରାଜ୍ୟରେ ପ୍ରବେଶ କରିବେ, ଓ ଈଶ୍ବର ଅଗାଡି ସଦୃଶ ଲୋକମାନଙ୍କୁ ଅଗ୍ନିରେ ନିକ୍ଷେପ କରିବେ ଯେ ସେମାନେ କେବେହେଁ ବାହାରକୁ ଅଣାଯିବେ ନାହିଁ (ଦେଖ: rc://*/ta/man/translate/figs-metaphor)

can never be put out

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ କେବେହେଁ ଅଗ୍ନିରେ ପକାଯିବେ ନାହି” (ଦେଖ: rc://*/ta/man/translate/figs-activepassive)