or_tn/mat/03/05.md

792 B

Then Jerusalem, all Judea, and all the region

“ଯିରୁଶାଲମ,” “ଯିହୁଦା,” ଓ “ପ୍ରଦେଶ” ଶବ୍ଦ ସମୁହ ସେହି ଅଞ୍ଚଳର ଲୋକମାନଙ୍କ ନିମନ୍ତେ ରୁପକ ଅଟନ୍ତି I “ସମସ୍ତ” ଶବ୍ଦ ଗୁରୁତ୍ବ ଦେବା ନିମନ୍ତେ ଏକ ଅତିରଞ୍ଜନ ଅଟେ ଯେଉଁଠାରୁ ଅନେକ ଲୋକମାନେ ବାହାରି ଗଲେ I ଅନ୍ୟ ଏକ ଅନୁବାଦରେ: ଅତଏବ ଯିରୁଶାଲମ, ଯିହୁଦା, ଏବଂ ସେହି ଅଞ୍ଚଳରୁ ହୁଏତ ଲୋକମାନେ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-metonymy]])