or_tn/mat/03/05.md

4 lines
792 B
Markdown
Raw Permalink Normal View History

2020-11-19 00:15:53 +00:00
# Then Jerusalem, all Judea, and all the region
“ଯିରୁଶାଲମ,” “ଯିହୁଦା,” ଓ “ପ୍ରଦେଶ” ଶବ୍ଦ ସମୁହ ସେହି ଅଞ୍ଚଳର ଲୋକମାନଙ୍କ ନିମନ୍ତେ ରୁପକ ଅଟନ୍ତି I “ସମସ୍ତ” ଶବ୍ଦ ଗୁରୁତ୍ବ ଦେବା ନିମନ୍ତେ ଏକ ଅତିରଞ୍ଜନ ଅଟେ ଯେଉଁଠାରୁ ଅନେକ ଲୋକମାନେ ବାହାରି ଗଲେ I ଅନ୍ୟ ଏକ ଅନୁବାଦରେ: ଅତଏବ ଯିରୁଶାଲମ, ଯିହୁଦା, ଏବଂ ସେହି ଅଞ୍ଚଳରୁ ହୁଏତ ଲୋକମାନେ” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-metonymy]])