or_tn/mat/03/03.md

16 lines
2.0 KiB
Markdown

# For this is he who was spoken of by Isaiah the prophet, saying
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ବାପ୍ତିଜକ ଯୋହନଙ୍କ ବିଷୟରେ ଭାବବାଦୀ ଯିଶାଇୟ କହନ୍ତି ଯେତେବେଳେ ସେ କହିଲେ” (ଦେଖ: [[rc://*/ta/man/translate/figs-activepassive]])
# The voice of one calling out in the wilderness
ଏହାକୁ ଏକ ପୁର୍ଣବାକ୍ୟ ଭାବରେ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଏକ ସ୍ବର” କିମ୍ବା “ସେମାନେ ପ୍ରାନ୍ତରରେ କେହିଜଣେ ଉଚ୍ଚ ସ୍ବରର ଶବ୍ଦ ଶୁଣନ୍ତି”
# Make ready the way of the Lord ... make his paths straight
ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ବିଷୟ ଅଟେ I (ଦେଖ: [[rc://*/ta/man/translate/figs-parallelism]])
# Make ready the way of the Lord
ସଦାପ୍ରଭୁଙ୍କ ନିମନ୍ତେ ପଥ ସଳଖ କର I ଏହା କରିବା ସଦାପ୍ରଭୁଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ ହେବାକୁ ଦର୍ଶାଏ ଯେତେବେଳେ ସେ ଆସିବେ I ଲୋକମାନେ ସେମାନଙ୍କ ପାପରୁ ଅନୁତାପ କରିବା ଦ୍ବାରା ଏହା କରନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ ହୁଅ” କିମ୍ବା “କାରଣ ପ୍ରଭୁଙ୍କ ଆଗମନ ନିମନ୍ତେ ମନ ପରିବର୍ତ୍ତନ କର ଓ ପ୍ରସ୍ତୁତ ହୁଅ” (ଦେଖ: [[rc://*/ta/man/translate/figs-metaphor]])