or_tn/mat/03/03.md

2.0 KiB

For this is he who was spoken of by Isaiah the prophet, saying

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ବାପ୍ତିଜକ ଯୋହନଙ୍କ ବିଷୟରେ ଭାବବାଦୀ ଯିଶାଇୟ କହନ୍ତି ଯେତେବେଳେ ସେ କହିଲେ” (ଦେଖ: rc://*/ta/man/translate/figs-activepassive)

The voice of one calling out in the wilderness

ଏହାକୁ ଏକ ପୁର୍ଣବାକ୍ୟ ଭାବରେ ପ୍ରକାଶ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଏକ ସ୍ବର” କିମ୍ବା “ସେମାନେ ପ୍ରାନ୍ତରରେ କେହିଜଣେ ଉଚ୍ଚ ସ୍ବରର ଶବ୍ଦ ଶୁଣନ୍ତି”

Make ready the way of the Lord ... make his paths straight

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ବିଷୟ ଅଟେ I (ଦେଖ: rc://*/ta/man/translate/figs-parallelism)

Make ready the way of the Lord

ସଦାପ୍ରଭୁଙ୍କ ନିମନ୍ତେ ପଥ ସଳଖ କର I ଏହା କରିବା ସଦାପ୍ରଭୁଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ ହେବାକୁ ଦର୍ଶାଏ ଯେତେବେଳେ ସେ ଆସିବେ I ଲୋକମାନେ ସେମାନଙ୍କ ପାପରୁ ଅନୁତାପ କରିବା ଦ୍ବାରା ଏହା କରନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ ହୁଅ” କିମ୍ବା “କାରଣ ପ୍ରଭୁଙ୍କ ଆଗମନ ନିମନ୍ତେ ମନ ପରିବର୍ତ୍ତନ କର ଓ ପ୍ରସ୍ତୁତ ହୁଅ” (ଦେଖ: rc://*/ta/man/translate/figs-metaphor)