or_tn/mat/02/18.md

20 lines
1.9 KiB
Markdown

# A voice was heard ... they were no more
ମାଥିଉ ଯିରିମିୟ ଭାବାବଦୀଙ୍କ ଉକ୍ତ ବାକ୍ୟ ଉଦ୍ଧୃତ କରୁଛନ୍ତି I
# A voice was heard
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଏକ ରବ ଶୁଣିଲେ” କିମ୍ବା “ ଅତିଶୟ ରୋଦନର ବିଳାପ ଶୁଣାଗଲା” (ଦେଖ: [[rc://*/ta/man/translate/figs-activepassive]])
# Rachel weeping for her children
ଏହି ସମୟର ଅନେକ ବର୍ଷ ପୂର୍ବରୁ ରାହେଲ ଜୀବିତ ଥିଲେ I ଏହି ଭବିଷ୍ୟତ ବାଣୀ ରହେଲଙ୍କୁ ଦର୍ଶାଏ, ଯେ ମୃତ୍ୟୁବରଣ କରି ସାରିଥିଲେ, ତାହାଙ୍କର ସନ୍ତାନଗଣ ନିମନ୍ତେ ରୋଦନ କରୁଥିଲେ I
# she refused to be comforted
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦ: “କେହିହେଲେ ତାହାଙ୍କୁ ସାନ୍ତ୍ବନା ଦେଲେନାହି” (ଦେଖ: [[rc://*/ta/man/translate/figs-activepassive]])
# because they were no more
ଯେହେତୁ ସନ୍ତାନଗଣ ମୃତ୍ୟୁବରଣ କରିଛନ୍ତି ଓ ଆଉ କେବେହେଁ ଫେରିବେ ନାହିଁ I ଏଠାରେ “ସେମାନେ ଆଉ ନାହାନ୍ତି” କହିବା ନିମନ୍ତେ ଏକ ମୃଦୁ ଶୈଳୀ ଅଟେ ଯେ ସେମାନେ ମରିଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେହେତୁ ସେମାନେ ମରିଛନ୍ତି” (ଦେଖ: [[rc://*/ta/man/translate/figs-euphemism]])