or_tn/mat/02/18.md

1.9 KiB

A voice was heard ... they were no more

ମାଥିଉ ଯିରିମିୟ ଭାବାବଦୀଙ୍କ ଉକ୍ତ ବାକ୍ୟ ଉଦ୍ଧୃତ କରୁଛନ୍ତି I

A voice was heard

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନେ ଏକ ରବ ଶୁଣିଲେ” କିମ୍ବା “ ଅତିଶୟ ରୋଦନର ବିଳାପ ଶୁଣାଗଲା” (ଦେଖ: rc://*/ta/man/translate/figs-activepassive)

Rachel weeping for her children

ଏହି ସମୟର ଅନେକ ବର୍ଷ ପୂର୍ବରୁ ରାହେଲ ଜୀବିତ ଥିଲେ I ଏହି ଭବିଷ୍ୟତ ବାଣୀ ରହେଲଙ୍କୁ ଦର୍ଶାଏ, ଯେ ମୃତ୍ୟୁବରଣ କରି ସାରିଥିଲେ, ତାହାଙ୍କର ସନ୍ତାନଗଣ ନିମନ୍ତେ ରୋଦନ କରୁଥିଲେ I

she refused to be comforted

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦ: “କେହିହେଲେ ତାହାଙ୍କୁ ସାନ୍ତ୍ବନା ଦେଲେନାହି” (ଦେଖ: rc://*/ta/man/translate/figs-activepassive)

because they were no more

ଯେହେତୁ ସନ୍ତାନଗଣ ମୃତ୍ୟୁବରଣ କରିଛନ୍ତି ଓ ଆଉ କେବେହେଁ ଫେରିବେ ନାହିଁ I ଏଠାରେ “ସେମାନେ ଆଉ ନାହାନ୍ତି” କହିବା ନିମନ୍ତେ ଏକ ମୃଦୁ ଶୈଳୀ ଅଟେ ଯେ ସେମାନେ ମରିଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେହେତୁ ସେମାନେ ମରିଛନ୍ତି” (ଦେଖ: rc://*/ta/man/translate/figs-euphemism)