or_tn/mat/02/13.md

1.4 KiB

General Information:

୧୫ ପଦରେ, ମାଥିଉ ଦେଖାଇବା ନିମନ୍ତେ ହୋଶେୟ ଭବିଷ୍ୟତ ବକ୍ତାଙ୍କ ବାକ୍ୟକୁ ଉଦ୍ଧୃତ କରନ୍ତି ଯେ ଖ୍ରୀଷ୍ଟ ମିସରରେ ସମୟ ଅତିବାହିତ କରିବେ I

they had departed

ପଣ୍ଡିତମାନେ ବାହୁଡି ଗଲେ

appeared to Joseph in a dream

ଯୋଷେଫଙ୍କ ନିକଟକୁ ଆସିଲେ ଯେଉଁ ସମୟରେ ସ୍ବପ୍ନ ଦେଖୁଛନ୍ତି

Get up, take ... flee ... Remain ... you

ଈଶ୍ବର ଯୋଷେଫଙ୍କ ସହ କଥା ହେଉଥିଲେ, ତେଣୁ ଏହି ସମସ୍ତ ଏକବଚନ ଆକାର ହେବା ଉଚିତ୍ I (ଦେଖ: rc://*/ta/man/translate/figs-you)

until I tell you

ଏହି ଉକ୍ତିର ସମ୍ପୁର୍ଣ୍ଣ ଅର୍ଥକୁ ସ୍ପଷ୍ଟ କରିବା ଉଚିତ୍ I ଅନ୍ୟ ଏକ ଅନୁବାଦରେ: “ଯେପର୍ଯ୍ୟନ୍ତ ମୁ ତୁମକୁ ଏହା ସୁରକ୍ଷିତ କହିନାହିଁ ଫେରି ଆସିବା ସୁରକ୍ଷିତ ନୁହେ” (ଦେଖ: rc://*/ta/man/translate/figs-explicit)

I tell you

ଏଠାରେ “ମୁ” ଈଶ୍ବରଙ୍କୁ ବୁଝାଏ I ଦୁତ ଈଶ୍ବରଙ୍କ ପକ୍ଷରୁ କହୁଛନ୍ତି I