or_tn/mat/02/13.md

24 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୧୫ ପଦରେ, ମାଥିଉ ଦେଖାଇବା ନିମନ୍ତେ ହୋଶେୟ ଭବିଷ୍ୟତ ବକ୍ତାଙ୍କ ବାକ୍ୟକୁ ଉଦ୍ଧୃତ କରନ୍ତି ଯେ ଖ୍ରୀଷ୍ଟ ମିସରରେ ସମୟ ଅତିବାହିତ କରିବେ I
# they had departed
ପଣ୍ଡିତମାନେ ବାହୁଡି ଗଲେ
# appeared to Joseph in a dream
ଯୋଷେଫଙ୍କ ନିକଟକୁ ଆସିଲେ ଯେଉଁ ସମୟରେ ସ୍ବପ୍ନ ଦେଖୁଛନ୍ତି
# Get up, take ... flee ... Remain ... you
ଈଶ୍ବର ଯୋଷେଫଙ୍କ ସହ କଥା ହେଉଥିଲେ, ତେଣୁ ଏହି ସମସ୍ତ ଏକବଚନ ଆକାର ହେବା ଉଚିତ୍ I (ଦେଖ: [[rc://*/ta/man/translate/figs-you]])
# until I tell you
ଏହି ଉକ୍ତିର ସମ୍ପୁର୍ଣ୍ଣ ଅର୍ଥକୁ ସ୍ପଷ୍ଟ କରିବା ଉଚିତ୍ I ଅନ୍ୟ ଏକ ଅନୁବାଦରେ: “ଯେପର୍ଯ୍ୟନ୍ତ ମୁ ତୁମକୁ ଏହା ସୁରକ୍ଷିତ କହିନାହିଁ ଫେରି ଆସିବା ସୁରକ୍ଷିତ ନୁହେ” (ଦେଖ: [[rc://*/ta/man/translate/figs-explicit]])
# I tell you
ଏଠାରେ “ମୁ” ଈଶ୍ବରଙ୍କୁ ବୁଝାଏ I ଦୁତ ଈଶ୍ବରଙ୍କ ପକ୍ଷରୁ କହୁଛନ୍ତି I