or_tn/mat/02/11.md

1.1 KiB

Connecting Statement:

ଏଠାରେ ଦୃଶ୍ୟ ଗୃହକୁ ସ୍ଥାନାନ୍ତର ହେଲା ଯେଉଁଠାରେ ମରିୟମ, ଯୋଷେଫ ଓ ଶିଶୁ ଯୀଶୁ ରହୁଥିଲେ I

They went

ପଣ୍ଡିତମାନେ ବାହୁଡି ଗଲେ

They fell down and worshiped him

ସେମାନେ ଉବୁଡ ହୋଇ ପ୍ରଣାମ କଲେ I ସେମାନେ ଏହା ଯୀଶୁଙ୍କୁ ସମାଦର କରିବା ନିମନ୍ତେ କଲେ I (ଦେଖ: rc://*/ta/man/translate/translate-symaction)

their treasures

ଏଠାରେ “ଉପହାର” ବାକ୍ସ କିମ୍ବା ଥଳିକୁ ବୁଝାଏ ଯାହା ସେମାନେ ଉପହାର ବୋହି ଆଣିବା ନିମନ୍ତେ ବ୍ୟବହାର କରିଥିଲେ I ଅନ୍ୟ ଏକ ଅନୁବାଦରେ: “ପାତ୍ରସମୁହ ଯାହା ସେମାନଙ୍କ ଉପହାର ଗୁଡିକ ଧାରଣ କରୁଥିଲା” (ଦେଖ: rc://*/ta/man/translate/figs-metonymy)