or_tn/mat/02/11.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏଠାରେ ଦୃଶ୍ୟ ଗୃହକୁ ସ୍ଥାନାନ୍ତର ହେଲା ଯେଉଁଠାରେ ମରିୟମ, ଯୋଷେଫ ଓ ଶିଶୁ ଯୀଶୁ ରହୁଥିଲେ I
# They went
ପଣ୍ଡିତମାନେ ବାହୁଡି ଗଲେ
# They fell down and worshiped him
ସେମାନେ ଉବୁଡ ହୋଇ ପ୍ରଣାମ କଲେ I ସେମାନେ ଏହା ଯୀଶୁଙ୍କୁ ସମାଦର କରିବା ନିମନ୍ତେ କଲେ I (ଦେଖ: [[rc://*/ta/man/translate/translate-symaction]])
# their treasures
ଏଠାରେ “ଉପହାର” ବାକ୍ସ କିମ୍ବା ଥଳିକୁ ବୁଝାଏ ଯାହା ସେମାନେ ଉପହାର ବୋହି ଆଣିବା ନିମନ୍ତେ ବ୍ୟବହାର କରିଥିଲେ I ଅନ୍ୟ ଏକ ଅନୁବାଦରେ: “ପାତ୍ରସମୁହ ଯାହା ସେମାନଙ୍କ ଉପହାର ଗୁଡିକ ଧାରଣ କରୁଥିଲା” (ଦେଖ: [[rc://*/ta/man/translate/figs-metonymy]])