8 lines
877 B
Markdown
8 lines
877 B
Markdown
# he was troubled
|
|
|
|
ସେ ଉଦବିଗ୍ନ ହେଲେ I ହେରୋଦ ଉଦବିଗ୍ନ ହେଲେ ଯେ ଏହି ଶିଶୁ ରାଜା ଭାବରେ ତାହାଙ୍କ ସ୍ଥାନ ନେବ I
|
|
|
|
# all Jerusalem
|
|
|
|
ଏଠାରେ “ଯିରୁଶାଲମ” ଲୋକମାନଙ୍କୁ ବୁଝାଏ I ମଧ୍ୟ, “ସମସ୍ତ”ର ଅର୍ଥ “ଅନେକ” I ମାଥିଉ କେତେ ଲୋକମାନେ ଉଦବିଗ୍ନ ହେଉଥିଲେ ତାହାକୁ ଗୁରୁତ୍ବଦେବା ନିମନ୍ତେ ଅତିରଞ୍ଜିତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯିରୁଶାଲମରେ ଥିବା ଅଧିକାଂଶ ଲୋକମାନେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-hyperbole]])
|