or_tn/mat/02/03.md

877 B

he was troubled

ସେ ଉଦବିଗ୍ନ ହେଲେ I ହେରୋଦ ଉଦବିଗ୍ନ ହେଲେ ଯେ ଏହି ଶିଶୁ ରାଜା ଭାବରେ ତାହାଙ୍କ ସ୍ଥାନ ନେବ I

all Jerusalem

ଏଠାରେ “ଯିରୁଶାଲମ” ଲୋକମାନଙ୍କୁ ବୁଝାଏ I ମଧ୍ୟ, “ସମସ୍ତ”ର ଅର୍ଥ “ଅନେକ” I ମାଥିଉ କେତେ ଲୋକମାନେ ଉଦବିଗ୍ନ ହେଉଥିଲେ ତାହାକୁ ଗୁରୁତ୍ବଦେବା ନିମନ୍ତେ ଅତିରଞ୍ଜିତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯିରୁଶାଲମରେ ଥିବା ଅଧିକାଂଶ ଲୋକମାନେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-hyperbole]])