or_tn/mat/02/01.md

1.0 KiB

General Information:

ବିବରଣୀର ଏକ ନୁତନ ଭାଗ ଏଠାରୁ ଆରମ୍ଭ ହୋଇଛି ଓ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ ଚାଲୁ ରହିଛି I ମାଥିଉ ଯିହୁଦୀମାନଙ୍କ ନୁତନ ରାଜାଙ୍କୁ ବଧ କରିବା ନିମନ୍ତେ ହେରୋଦଙ୍କ ପ୍ରୟାସ ବିଷୟରେ ଉଲ୍ଲେଖ କରନ୍ତି I

Bethlehem of Judea

ଯିହୁଦା ରାଜ୍ୟରେ ବେଥଲିହିମ ଏକ ନଗର ଅଟେ

in the days of Herod the king

ଯେଉଁ ସମୟରେ ହେରୋଦ ସେଠାରେ ରାଜା ଥିଲେ

Herod

ଏହା ମହାନ ହେରୋଦଙ୍କୁ ବୁଝାଏ

learned men from the east

ପୂର୍ବ ଦେଶର ପଣ୍ଡିତମାନେ ଯେଉଁମାନେ ତାରା ଗଣନା କରିବା ଜାଣିଥିଲେ

from the east

ଯିହୁଦାର ଦୂରବର୍ତ୍ତୀ ପୂର୍ବ ଦେଶଠାରୁ