# General Information: ବିବରଣୀର ଏକ ନୁତନ ଭାଗ ଏଠାରୁ ଆରମ୍ଭ ହୋଇଛି ଓ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ ଚାଲୁ ରହିଛି I ମାଥିଉ ଯିହୁଦୀମାନଙ୍କ ନୁତନ ରାଜାଙ୍କୁ ବଧ କରିବା ନିମନ୍ତେ ହେରୋଦଙ୍କ ପ୍ରୟାସ ବିଷୟରେ ଉଲ୍ଲେଖ କରନ୍ତି I # Bethlehem of Judea ଯିହୁଦା ରାଜ୍ୟରେ ବେଥଲିହିମ ଏକ ନଗର ଅଟେ # in the days of Herod the king ଯେଉଁ ସମୟରେ ହେରୋଦ ସେଠାରେ ରାଜା ଥିଲେ # Herod ଏହା ମହାନ ହେରୋଦଙ୍କୁ ବୁଝାଏ # learned men from the east ପୂର୍ବ ଦେଶର ପଣ୍ଡିତମାନେ ଯେଉଁମାନେ ତାରା ଗଣନା କରିବା ଜାଣିଥିଲେ # from the east ଯିହୁଦାର ଦୂରବର୍ତ୍ତୀ ପୂର୍ବ ଦେଶଠାରୁ