or_tn/mat/01/23.md

16 lines
1.0 KiB
Markdown

# Behold ... Immanuel
ଏଠାରେ ମାଥିଉ ଯିଶାୟ ଭବିଷ୍ୟତ ବକ୍ତାଙ୍କୁ ଉଦ୍ଧୃତ କରିଛନ୍ତି
# Behold, the virgin
ଧ୍ୟାନ ଦିଅ, କାରଣ ଯାହା ମୁଁ କହିବାକୁ ଯାଉଛି ତାହା ଉଭୟ ସତ୍ୟ ଓ ଗୃରୁତ୍ବପୁର୍ଣ୍ଣ ଅଟେ: କୁମାରୀ ବା କନ୍ୟା
# Immanuel
ଏହା ଜଣେ ପୁରୁଷର ନାମ ଅଟେ I (ଦେଖ: [[rc://*/ta/man/translate/translate-names]])
# which means, ""God with us.
ଏହା ଯିଶାଇୟ ପୁସ୍ତକରେ ନାହିଁ I ମାଥିଉ “ଇମ୍ମାନୁୟେଲ” ଶବ୍ଦର ଅର୍ଥ ବର୍ଣ୍ଣନା କରୁଛନ୍ତି I ତୁମେ ଏହାକୁ ଏକ ଭିନ୍ନ ବାକ୍ୟ ଭାବେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ନାମର ଅର୍ଥ ‘ଆମ୍ଭମାନଙ୍କ ସହିତ ଈଶ୍ବର’”