or_tn/mat/01/23.md

1.0 KiB

Behold ... Immanuel

ଏଠାରେ ମାଥିଉ ଯିଶାୟ ଭବିଷ୍ୟତ ବକ୍ତାଙ୍କୁ ଉଦ୍ଧୃତ କରିଛନ୍ତି

Behold, the virgin

ଧ୍ୟାନ ଦିଅ, କାରଣ ଯାହା ମୁଁ କହିବାକୁ ଯାଉଛି ତାହା ଉଭୟ ସତ୍ୟ ଓ ଗୃରୁତ୍ବପୁର୍ଣ୍ଣ ଅଟେ: କୁମାରୀ ବା କନ୍ୟା

Immanuel

ଏହା ଜଣେ ପୁରୁଷର ନାମ ଅଟେ I (ଦେଖ: rc://*/ta/man/translate/translate-names)

which means, ""God with us.

ଏହା ଯିଶାଇୟ ପୁସ୍ତକରେ ନାହିଁ I ମାଥିଉ “ଇମ୍ମାନୁୟେଲ” ଶବ୍ଦର ଅର୍ଥ ବର୍ଣ୍ଣନା କରୁଛନ୍ତି I ତୁମେ ଏହାକୁ ଏକ ଭିନ୍ନ ବାକ୍ୟ ଭାବେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ନାମର ଅର୍ଥ ‘ଆମ୍ଭମାନଙ୍କ ସହିତ ଈଶ୍ବର’”