or_tn/mat/01/22.md

1.4 KiB

General Information:

ଲେଖକ ଯିଶାଇୟ ଭବିଷ୍ୟତ ବକ୍ତାଙ୍କ ବାକ୍ୟ ଉଦ୍ଧୃତକରି ଦେଖାଇବାକୁ ଚାହାନ୍ତି ଯେ ଯୀଶୁଙ୍କ ଜନ୍ମ ଶାସ୍ତ୍ର ଅନୁସାରେ ହେଲା (ଦେଖ: rc://*/ta/man/translate/writing-background)

All this happened

ଦୁତ ଆଉ କଥା କହୁନାହାନ୍ତି I ମାଥିଉ ବର୍ତ୍ତମାନ ଦୁତଙ୍କ ସମ୍ବାଦର ଗୁରୁତ୍ବକୁ ବର୍ଣ୍ଣନା କରୁଛନ୍ତି I

what was spoken by the Lord through the prophet

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହା ବହୁବର୍ଷ ପୁର୍ବେ ସଦାପ୍ରଭୁ ଭବିଷ୍ୟତ ବକ୍ତାଙ୍କୁ ଲେଖିବାକୁ କହିଥିଲେ” (ଦେଖ: rc://*/ta/man/translate/figs-activepassive)

the prophet

ସେହି ସମୟରେ ଅନେକ ଭବିଷ୍ୟତ ବକ୍ତା ଥିଲେ I ମାଥିଉ ଯିଶାୟ ଭବିଷ୍ୟତ ବକ୍ତାଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯିଶାୟ ଭବିଷ୍ୟତ ବକ୍ତା”(ଦେଖ: rc://*/ta/man/translate/figs-explicit)