or_tn/mat/01/22.md

16 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଲେଖକ ଯିଶାଇୟ ଭବିଷ୍ୟତ ବକ୍ତାଙ୍କ ବାକ୍ୟ ଉଦ୍ଧୃତକରି ଦେଖାଇବାକୁ ଚାହାନ୍ତି ଯେ ଯୀଶୁଙ୍କ ଜନ୍ମ ଶାସ୍ତ୍ର ଅନୁସାରେ ହେଲା (ଦେଖ: [[rc://*/ta/man/translate/writing-background]])
# All this happened
ଦୁତ ଆଉ କଥା କହୁନାହାନ୍ତି I ମାଥିଉ ବର୍ତ୍ତମାନ ଦୁତଙ୍କ ସମ୍ବାଦର ଗୁରୁତ୍ବକୁ ବର୍ଣ୍ଣନା କରୁଛନ୍ତି I
# what was spoken by the Lord through the prophet
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହା ବହୁବର୍ଷ ପୁର୍ବେ ସଦାପ୍ରଭୁ ଭବିଷ୍ୟତ ବକ୍ତାଙ୍କୁ ଲେଖିବାକୁ କହିଥିଲେ” (ଦେଖ: [[rc://*/ta/man/translate/figs-activepassive]])
# the prophet
ସେହି ସମୟରେ ଅନେକ ଭବିଷ୍ୟତ ବକ୍ତା ଥିଲେ I ମାଥିଉ ଯିଶାୟ ଭବିଷ୍ୟତ ବକ୍ତାଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯିଶାୟ ଭବିଷ୍ୟତ ବକ୍ତା”(ଦେଖ: [[rc://*/ta/man/translate/figs-explicit]])