or_tn/mat/01/06.md

651 B

David the father of Solomon by the wife of Uriah

ଏଠାରେ “ଥିଲେ” ଶବ୍ଦ ବୁଝିବା ଅଟେ I “ଦାଉଦ ଶଲୋମନଙ୍କ ପିତା ଥିଲେ, ଓ ଶଲୋମନଙ୍କ ମାତା ଉରିୟଙ୍କ ସ୍ତ୍ରୀ ଥିଲେ” କିମ୍ବା “ଦାଉଦ ଓ ଉରିୟଙ୍କ ଭାର୍ଯ୍ୟା ଶଲୋମନଙ୍କ ପିତାମାତା ଥିଲେ” (ଦେଖ: rc://*/ta/man/translate/figs-ellipsis)

the wife of Uriah

ବିଧବା ଉରିୟ I ଉରିୟଙ୍କ ମୃତ୍ୟୁ ପରେ ଶଲୋମନ ଜନ୍ମ ନେଲେ