# David the father of Solomon by the wife of Uriah ଏଠାରେ “ଥିଲେ” ଶବ୍ଦ ବୁଝିବା ଅଟେ I “ଦାଉଦ ଶଲୋମନଙ୍କ ପିତା ଥିଲେ, ଓ ଶଲୋମନଙ୍କ ମାତା ଉରିୟଙ୍କ ସ୍ତ୍ରୀ ଥିଲେ” କିମ୍ବା “ଦାଉଦ ଓ ଉରିୟଙ୍କ ଭାର୍ଯ୍ୟା ଶଲୋମନଙ୍କ ପିତାମାତା ଥିଲେ” (ଦେଖ: [[rc://*/ta/man/translate/figs-ellipsis]]) # the wife of Uriah ବିଧବା ଉରିୟ I ଉରିୟଙ୍କ ମୃତ୍ୟୁ ପରେ ଶଲୋମନ ଜନ୍ମ ନେଲେ