or_tn/luk/24/53.md

760 B

continually in the temple

ବ୍ୟକ୍ତ କରିବା ନିମନ୍ତେ ଏହା ଏକ ଅତିରଞ୍ଜିତ ବ୍ୟାଖ୍ୟା ଯେ ସେମାନେ ପ୍ରତିଦିନ ମନ୍ଦିରର ପ୍ରାଙ୍ଗଣକୁ ଯାଉଥିଲେ I (ଦେଖ: rc://*/ta/man/translate/figs-hyperbole)

in the temple

କେବଳ ଯାଜକମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳୁଥିଲା I ବିକଳ୍ପ ଅନୁବାଦ: “ମନ୍ଦିରର ପ୍ରାଙ୍ଗଣ ମଧ୍ୟରେ” (ଦେଖ: rc://*/ta/man/translate/figs-explicit)

blessing God

ଈଶ୍ୱରଙ୍କ ପ୍ରଶଂସା କରୁଥିଲେ