# continually in the temple ବ୍ୟକ୍ତ କରିବା ନିମନ୍ତେ ଏହା ଏକ ଅତିରଞ୍ଜିତ ବ୍ୟାଖ୍ୟା ଯେ ସେମାନେ ପ୍ରତିଦିନ ମନ୍ଦିରର ପ୍ରାଙ୍ଗଣକୁ ଯାଉଥିଲେ I (ଦେଖ: [[rc://*/ta/man/translate/figs-hyperbole]]) # in the temple କେବଳ ଯାଜକମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳୁଥିଲା I ବିକଳ୍ପ ଅନୁବାଦ: “ମନ୍ଦିରର ପ୍ରାଙ୍ଗଣ ମଧ୍ୟରେ” (ଦେଖ: [[rc://*/ta/man/translate/figs-explicit]]) # blessing God ଈଶ୍ୱରଙ୍କ ପ୍ରଶଂସା କରୁଥିଲେ