or_tn/luk/24/47.md

16 lines
1.4 KiB
Markdown

# repentance for forgiveness of sins would be proclaimed in his name to all the nations
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ “ଯୀଶୁଙ୍କ ଅନୁସରଣକାରୀମାନେ ସମସ୍ତ ଜାତିର ଲୋକମାନଙ୍କଠାରେ ପ୍ରଚାର କରିବା ଉଚିତ୍ ଯେ ସେମାନଙ୍କର ମନପରିବର୍ତ୍ତନ କରିବା ଆବଶ୍ୟକ ଏବଂ ଏହା ଯେ ସେମାନେ ଯୀଶୁଙ୍କ ମାଧ୍ୟମରେ ସେମାନଙ୍କର ପାପକ୍ଷମା ନିମନ୍ତେ ଈଶ୍ୱରଙ୍କୁ ଆବଶ୍ୟକ କରନ୍ତି” :(ଦେଖ: [[rc://*/ta/man/translate/figs-activepassive]])
# in his name
ତାହାଙ୍କ “ନାମ” ଏଠାରେ ତାଙ୍କର କ୍ଷମତାକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଅଧିକାର ଦ୍ୱାରା"" (ଦେଖ: [[rc://*/ta/man/translate/figs-metonymy]])
# all the nations
“ସମସ୍ତ ମାନବଜାତୀୟ ଗୋଷ୍ଠୀଗୁଡିକ ବା “ସମସ୍ତ ଲୋକମାନଙ୍କର ଦଳଗୁଡିକ”
# beginning from Jerusalem
ଯିରୁଶାଲମଠାରୁ ଆରମ୍ଭ କରି