or_tn/luk/24/47.md

1.4 KiB

repentance for forgiveness of sins would be proclaimed in his name to all the nations

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ “ଯୀଶୁଙ୍କ ଅନୁସରଣକାରୀମାନେ ସମସ୍ତ ଜାତିର ଲୋକମାନଙ୍କଠାରେ ପ୍ରଚାର କରିବା ଉଚିତ୍ ଯେ ସେମାନଙ୍କର ମନପରିବର୍ତ୍ତନ କରିବା ଆବଶ୍ୟକ ଏବଂ ଏହା ଯେ ସେମାନେ ଯୀଶୁଙ୍କ ମାଧ୍ୟମରେ ସେମାନଙ୍କର ପାପକ୍ଷମା ନିମନ୍ତେ ଈଶ୍ୱରଙ୍କୁ ଆବଶ୍ୟକ କରନ୍ତି” :(ଦେଖ: rc://*/ta/man/translate/figs-activepassive)

in his name

ତାହାଙ୍କ “ନାମ” ଏଠାରେ ତାଙ୍କର କ୍ଷମତାକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଅଧିକାର ଦ୍ୱାରା"" (ଦେଖ: rc://*/ta/man/translate/figs-metonymy)

all the nations

“ସମସ୍ତ ମାନବଜାତୀୟ ଗୋଷ୍ଠୀଗୁଡିକ ବା “ସମସ୍ତ ଲୋକମାନଙ୍କର ଦଳଗୁଡିକ”

beginning from Jerusalem

ଯିରୁଶାଲମଠାରୁ ଆରମ୍ଭ କରି