or_tn/luk/24/46.md

1.4 KiB

Thus it has been written

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ହିଁ ଲୋକମାନେ ବହୁ ପୂର୍ବରୁ ଲେଖିଲେ” (ଦେଖ: rc://*/ta/man/translate/figs-activepassive)

rise again from the dead

ଏହି ପଦରେ, “ଉଠିବା” ଅର୍ଥ ପୁନର୍ବାର ଜୀବିତ ହୋଇ ଆସିବା ଅଟେ I “ମୃତମାନଙ୍କ ମଧ୍ୟରୁ” ଶବ୍ଦଗୁଡିକ ନିମ୍ନସ୍ଥ ଜଗତରେ ସମସ୍ତ ମୃତ ଲୋକମାନଙ୍କର ଏକତ୍ର ଥିବା ବିଷୟରେ କହେ I

the third day

ଯିହୂଦୀମାନେ କୌଣସି ଏକ ଦିନର କିଛି ଅଂଶକୁ ଗୋଟିଏ ଦିନ ଭାବରେ ଗଣନା କରୁଥିଲେ I ସେଥିପାଇଁ, ଯେଉଁଦିନ ଯୀଶୁ ପୁନର୍ଜୀବିତ ହେଲେ ତାହା “ତୃତୀୟ ଦିନ” ଥିଲା କାରଣ ତାଙ୍କର ସମାଧିସ୍ଥ ହେବା ଏବଂ ବିଶ୍ରାମବାର ପରେ ଏହା ଘଟିଥିଲା I ଲକ୍ଷ୍ୟ କର ତୁମେ କିପରି ଭାବରେ ଏହାକୁ ଲୂକ 24 :7ରେ ଅନୁବାଦ କରିଛ I (ଦେଖ: rc://*/ta/man/translate/translate-ordinal)