or_tn/luk/24/46.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Thus it has been written
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ହିଁ ଲୋକମାନେ ବହୁ ପୂର୍ବରୁ ଲେଖିଲେ” (ଦେଖ: [[rc://*/ta/man/translate/figs-activepassive]])
# rise again from the dead
ଏହି ପଦରେ, “ଉଠିବା” ଅର୍ଥ ପୁନର୍ବାର ଜୀବିତ ହୋଇ ଆସିବା ଅଟେ I “ମୃତମାନଙ୍କ ମଧ୍ୟରୁ” ଶବ୍ଦଗୁଡିକ ନିମ୍ନସ୍ଥ ଜଗତରେ ସମସ୍ତ ମୃତ ଲୋକମାନଙ୍କର ଏକତ୍ର ଥିବା ବିଷୟରେ କହେ I
# the third day
ଯିହୂଦୀମାନେ କୌଣସି ଏକ ଦିନର କିଛି ଅଂଶକୁ ଗୋଟିଏ ଦିନ ଭାବରେ ଗଣନା କରୁଥିଲେ I ସେଥିପାଇଁ, ଯେଉଁଦିନ ଯୀଶୁ ପୁନର୍ଜୀବିତ ହେଲେ ତାହା “ତୃତୀୟ ଦିନ” ଥିଲା କାରଣ ତାଙ୍କର ସମାଧିସ୍ଥ ହେବା ଏବଂ ବିଶ୍ରାମବାର ପରେ ଏହା ଘଟିଥିଲା I ଲକ୍ଷ୍ୟ କର ତୁମେ କିପରି ଭାବରେ ଏହାକୁ [ଲୂକ 24 :7](../24/07.ମଝି)ରେ ଅନୁବାଦ କରିଛ I (ଦେଖ: [[rc://*/ta/man/translate/translate-ordinal]])