or_tn/luk/24/21.md

1.9 KiB

Connecting Statement:

ସେହି ଦୁଇଜଣ ବ୍ୟକ୍ତି ଯୀଶୁଙ୍କୁ ପ୍ରତ୍ୟୁତ୍ତର ଦେବା ଜାରି ରଖିଲେ I

the one who was going to redeem Israel

ରୋମୀୟମାନେ ଯିହୂଦୀମାନଙ୍କ ଉପରେ ରାଜତ୍ଵ କରୁଥିଲେ I ବିକଳ୍ପ ଅନୁବାଦ: “ଯିଏ ଆମ୍ଭମାନଙ୍କର ରୋମୀୟ ଶତ୍ରୁମାନଙ୍କ କବଳରୁ ଇସ୍ରାଏଲକୁ ମୁକ୍ତ କରିବେ” (ଦେଖ: rc://*/ta/man/translate/figs-explicit)

But in addition to all these things

ଯୀଶୁ ଇସ୍ରାଏଲକୁ ମୁକ୍ତ କରିବେ ନାହିଁ ବୋଲି ସେମାନେ କାହିଁକି ବିଶ୍ୱାସ କଲେ, ଏହା ତାହାର ଆଉ ଏକ କାରଣର ପରିଚୟ ଦିଏ I ବିକଳ୍ପ ଅନୁବାଦ: “ବର୍ତ୍ତମାନ ଏହା ସମ୍ଭବପର ମନେ ହେଉ ନାହିଁ କାରଣ”

the third day

ଯିହୂଦୀମାନେ କୌଣସି ଏକ ଦିନର କିଛି ଅଂଶକୁ ଗୋଟିଏ ଦିନ ଭାବରେ ଗଣନା କରୁଥିଲେ I ସେଥିପାଇଁ ଯେଉଁ ଦିନ ଯୀଶୁ ଉତ୍ଥିତ ହେଲେ ତାହା “ତୃତୀୟ ଦିନ” ଥିଲା କାରଣ ତାଙ୍କର ସମାଧିସ୍ଥ ହେବା ଏବଂ ବିଶ୍ରାମବାର ପରେ ଏହା ପଡୁଥିଲା I ଦେଖ କିପରି ଏହା ଅନୁବାଦ ହୋଇଛି ଲୂକ 24 :7 I (ଦେଖ: rc://*/ta/man/translate/translate-ordinal)

since all these things happened

ଯେହେତୁ ଘଟିଯାଇଥିବା ଅନେକ ଗୁଡିଏ କାର୍ଯ୍ୟ ଯୀଶୁଙ୍କ ମୃତ୍ୟୁ ଆଡକୁ କଢ଼ାଇ ନେଇଥିଲା