# Connecting Statement: ସେହି ଦୁଇଜଣ ବ୍ୟକ୍ତି ଯୀଶୁଙ୍କୁ ପ୍ରତ୍ୟୁତ୍ତର ଦେବା ଜାରି ରଖିଲେ I # the one who was going to redeem Israel ରୋମୀୟମାନେ ଯିହୂଦୀମାନଙ୍କ ଉପରେ ରାଜତ୍ଵ କରୁଥିଲେ I ବିକଳ୍ପ ଅନୁବାଦ: “ଯିଏ ଆମ୍ଭମାନଙ୍କର ରୋମୀୟ ଶତ୍ରୁମାନଙ୍କ କବଳରୁ ଇସ୍ରାଏଲକୁ ମୁକ୍ତ କରିବେ” (ଦେଖ: [[rc://*/ta/man/translate/figs-explicit]]) # But in addition to all these things ଯୀଶୁ ଇସ୍ରାଏଲକୁ ମୁକ୍ତ କରିବେ ନାହିଁ ବୋଲି ସେମାନେ କାହିଁକି ବିଶ୍ୱାସ କଲେ, ଏହା ତାହାର ଆଉ ଏକ କାରଣର ପରିଚୟ ଦିଏ I ବିକଳ୍ପ ଅନୁବାଦ: “ବର୍ତ୍ତମାନ ଏହା ସମ୍ଭବପର ମନେ ହେଉ ନାହିଁ କାରଣ” # the third day ଯିହୂଦୀମାନେ କୌଣସି ଏକ ଦିନର କିଛି ଅଂଶକୁ ଗୋଟିଏ ଦିନ ଭାବରେ ଗଣନା କରୁଥିଲେ I ସେଥିପାଇଁ ଯେଉଁ ଦିନ ଯୀଶୁ ଉତ୍ଥିତ ହେଲେ ତାହା “ତୃତୀୟ ଦିନ” ଥିଲା କାରଣ ତାଙ୍କର ସମାଧିସ୍ଥ ହେବା ଏବଂ ବିଶ୍ରାମବାର ପରେ ଏହା ପଡୁଥିଲା I ଦେଖ କିପରି ଏହା ଅନୁବାଦ ହୋଇଛି [ଲୂକ 24 :7 ](../24/07.ମଝି ) I (ଦେଖ: [[rc://*/ta/man/translate/translate-ordinal]]) # since all these things happened ଯେହେତୁ ଘଟିଯାଇଥିବା ଅନେକ ଗୁଡିଏ କାର୍ଯ୍ୟ ଯୀଶୁଙ୍କ ମୃତ୍ୟୁ ଆଡକୁ କଢ଼ାଇ ନେଇଥିଲା