or_tn/luk/24/06.md

1.2 KiB

Connecting Statement:

ଦୂତମାନେ ସ୍ତ୍ରୀ ଲୋକମାନଙ୍କ ସଙ୍ଗେ ସେମାନଙ୍କ କଥାବାର୍ତ୍ତା ସମାପ୍ତ କଲେ

but has been raised

କିନ୍ତୁ ସେ ପୁନର୍ବାର ଜୀବିତ ହୋଇଛନ୍ତି I ଏଠାରେ “ଜୀବିତ କରାଗଲେ” ଶବ୍ଦକୁ ବୁଝାଇବା ନିମନ୍ତେ “ଉଠିଅଛନ୍ତି” ଏକ ଋଢ଼ୋକ୍ତି ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଈଶ୍ୱର ତାଙ୍କୁ ପୁଣି ଥରେ ଜୀବିତ କଲେ”(ଦେଖ: rc://*/ta/man/translate/figs-activepassive)

Remember how

ତାହା ସ୍ମରଣ କର

to you

ଏଠାରେ “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I ଏହା ସେହି ସ୍ତ୍ରୀଲୋକମାନଙ୍କୁ ଏବଂ ସମ୍ଭବତଃ ତାହାଙ୍କ ସହିତ ଅନ୍ୟ ଶିଷ୍ୟମାନଙ୍କୁ ସୂଚାଏ I (ଦେଖ: rc://*/ta/man/translate/figs-you)