16 lines
1.2 KiB
Markdown
16 lines
1.2 KiB
Markdown
|
# Connecting Statement:
|
||
|
|
||
|
ଦୂତମାନେ ସ୍ତ୍ରୀ ଲୋକମାନଙ୍କ ସଙ୍ଗେ ସେମାନଙ୍କ କଥାବାର୍ତ୍ତା ସମାପ୍ତ କଲେ
|
||
|
|
||
|
# but has been raised
|
||
|
|
||
|
କିନ୍ତୁ ସେ ପୁନର୍ବାର ଜୀବିତ ହୋଇଛନ୍ତି I ଏଠାରେ “ଜୀବିତ କରାଗଲେ” ଶବ୍ଦକୁ ବୁଝାଇବା ନିମନ୍ତେ “ଉଠିଅଛନ୍ତି” ଏକ ଋଢ଼ୋକ୍ତି ଅଟେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଈଶ୍ୱର ତାଙ୍କୁ ପୁଣି ଥରେ ଜୀବିତ କଲେ”(ଦେଖ: [[rc://*/ta/man/translate/figs-activepassive]])
|
||
|
|
||
|
# Remember how
|
||
|
|
||
|
ତାହା ସ୍ମରଣ କର
|
||
|
|
||
|
# to you
|
||
|
|
||
|
ଏଠାରେ “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ I ଏହା ସେହି ସ୍ତ୍ରୀଲୋକମାନଙ୍କୁ ଏବଂ ସମ୍ଭବତଃ ତାହାଙ୍କ ସହିତ ଅନ୍ୟ ଶିଷ୍ୟମାନଙ୍କୁ ସୂଚାଏ I (ଦେଖ: [[rc://*/ta/man/translate/figs-you]])
|