or_tn/luk/23/53.md

1.1 KiB

he took it down

ଯୋଷେଫ କ୍ରୁଶ ଉପରୁ ଯୀଶୁଙ୍କ ଶରୀର ଆଣିଲେ

wrapped it in a linen cloth

ଏକ ସୂକ୍ଷ୍ମବସ୍ତ୍ରରେ ଶରୀରକୁ ଗୁଡାଇଲେ I ସେହି ସମୟରେ ଏହା ସ୍ବାଭାବିକ ସମାଧିକ୍ରିୟାର ପ୍ରଥା ଥିଲା I

that was cut in the rock

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ କେହି ଜଣେ ଏକ ପର୍ବତର ପ୍ରସ୍ତର ମଧ୍ୟରେ କାଟିଥିଲେ” (ଦେଖ: rc://*/ta/man/translate/figs-activepassive)

in which no one had yet been laid

ଏହାକୁ ଏକ ନୂତନ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି କେବେ ଆଗରୁ ସେହି ସମାଧିରେ କୌଣସି ଶରୀର ରଖି ନ ଥିଲେ”