# he took it down ଯୋଷେଫ କ୍ରୁଶ ଉପରୁ ଯୀଶୁଙ୍କ ଶରୀର ଆଣିଲେ # wrapped it in a linen cloth ଏକ ସୂକ୍ଷ୍ମବସ୍ତ୍ରରେ ଶରୀରକୁ ଗୁଡାଇଲେ I ସେହି ସମୟରେ ଏହା ସ୍ବାଭାବିକ ସମାଧିକ୍ରିୟାର ପ୍ରଥା ଥିଲା I # that was cut in the rock ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାକୁ କେହି ଜଣେ ଏକ ପର୍ବତର ପ୍ରସ୍ତର ମଧ୍ୟରେ କାଟିଥିଲେ” (ଦେଖ: [[rc://*/ta/man/translate/figs-activepassive]]) # in which no one had yet been laid ଏହାକୁ ଏକ ନୂତନ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି କେବେ ଆଗରୁ ସେହି ସମାଧିରେ କୌଣସି ଶରୀର ରଖି ନ ଥିଲେ”