or_tn/luk/23/50.md

12 lines
1.1 KiB
Markdown

# General Information:
ଯୋଷେଫ ପିଲାତଙ୍କୁ ଯୀଶୁଙ୍କ ଶରୀର ମାଗିଲେ I ଯୋଷେଫ କିଏ ସେସମ୍ପର୍କରେ ଏହି ପଦଗୁଡିକ ପୃଷ୍ଟଭୂମି ଜନିତ ତଥ୍ୟ ଦିଏ I UST ଯେପରି କରେ, ସେହିପରି ଏହି ତଥ୍ୟର କିଛି ଅଂଶକୁ ପଦର ସେତୁ ସହିତ ପୁଣି ଥରେ କ୍ରମାନ୍ୱୟରେ ରଖିବା ସହାୟକ ହେବ I(ଦେଖ: [[rc://*/ta/man/translate/writing-background]] ଏବଂ [[rc://*/ta/man/translate/translate-versebridge]])
# Now there was a man
“ଦେଖ” ଶବ୍ଦ କାହାଣୀରେ ଏକ ନୂତନ ବ୍ୟକ୍ତି ପ୍ରତି ଆମକୁ ସତର୍କ କରେ I ତୁମର ଭାଷାରେ ହୁଏତ ଏହା କରିବା ନିମନ୍ତେ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ଜଣେ ଲୋକ ଥିଲେ ଯିଏ” (ଦେଖ: [[rc://*/ta/man/translate/writing-participants]])
# a council member
ଯିହୂଦୀ ମହାସଭା