or_tn/luk/23/50.md

1.1 KiB

General Information:

ଯୋଷେଫ ପିଲାତଙ୍କୁ ଯୀଶୁଙ୍କ ଶରୀର ମାଗିଲେ I ଯୋଷେଫ କିଏ ସେସମ୍ପର୍କରେ ଏହି ପଦଗୁଡିକ ପୃଷ୍ଟଭୂମି ଜନିତ ତଥ୍ୟ ଦିଏ I UST ଯେପରି କରେ, ସେହିପରି ଏହି ତଥ୍ୟର କିଛି ଅଂଶକୁ ପଦର ସେତୁ ସହିତ ପୁଣି ଥରେ କ୍ରମାନ୍ୱୟରେ ରଖିବା ସହାୟକ ହେବ I(ଦେଖ: [[rc:///ta/man/translate/writing-background]] ଏବଂ [[rc:///ta/man/translate/translate-versebridge]])

Now there was a man

“ଦେଖ” ଶବ୍ଦ କାହାଣୀରେ ଏକ ନୂତନ ବ୍ୟକ୍ତି ପ୍ରତି ଆମକୁ ସତର୍କ କରେ I ତୁମର ଭାଷାରେ ହୁଏତ ଏହା କରିବା ନିମନ୍ତେ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ଜଣେ ଲୋକ ଥିଲେ ଯିଏ” (ଦେଖ: rc://*/ta/man/translate/writing-participants)

a council member

ଯିହୂଦୀ ମହାସଭା