or_tn/luk/23/47.md

918 B

the centurion

ଏହା ସେହି ରୋମୀୟ ଅଧିକାରୀ ନିମନ୍ତେ ପଦବୀ ଥିଲା ଯିଏ ଅନ୍ୟ ରୋମୀୟ ସୈନ୍ୟମାନଙ୍କର ଭାରପ୍ରାପ୍ତ ଅଧିକାରୀ ଥିଲେ I ସେ କ୍ରୁଶାର୍ପଣ କାର୍ଯ୍ୟକୁ ପରିଚାଳନା କରୁଥିଲେ I

what happened

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସମସ୍ତ ବିଷୟ ଘଟିଲା”(ଦେଖ: rc://*/ta/man/translate/figs-activepassive)

this man was righteous

ଏହି ବ୍ୟକ୍ତି କୌଣସି ମନ୍ଦ କାର୍ଯ୍ୟ କରି ନ ଥିଲେ ବା “ଏହି ଲୋକ କୌଣସି ମନ୍ଦ କାର୍ଯ୍ୟ କଲେ ନାହିଁ”